16/07/2026
🌼🙏 ଜୟ ଜଗନ୍ନାଥ | Jai Jagannath 🙏🌼
ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ।
May the divine blessings of Lord Jagannath fill your life with peace, happiness, good health, and prosperity. May every home be blessed with love, faith, and endless joy.
ହିଆ'ସ କରିଗରୀ (Hiya's Karigari) ପକ୍ଷରୁ ଆପଣ ଓ ଆପଣଙ୍କ ପରିବାରକୁ ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
✨ Happy Rath Yatra!
🚩 ଜୟ ଜଗନ୍ନାଥ | Jai Jagannath 🙏